ମନ୍ କି ବାତ୍ ରେ ସମ୍ବଲପୁରର ଇଷାକ ମୁଣ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ଇଷାକ ମୁଣ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 
 
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଣେ ଶ୍ରମିକ ଭାବେ କାମ କରୁଥିବା ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର ଇଷାକ ଆଜି ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇପାରିଛନ୍ତି। ୟୁଟ୍ୟୁବରେ ଓଡ଼ିଶାର ପଖାଳ, ରୋଷେଇ ଓ ଜୀବନଶୈଳୀ କୁ ନେଇ ଭିଡିଓ କରିଥିଲେ, ଯାହା ଅନ୍ୟ ସମସ୍ତ ଖାଦ୍ୟ ବ୍ୟଞ୍ଜନ ଠାରୁ ଅନୁଭବ ହୋଇଥିଲା। ୟୁଟ୍ୟୁବ ଚ୍ୟାନେଲ କରି ଇଷାକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ବୋଲି ବୋଲି କହିଲେ ମୋଦି।
 
କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହି ଭାରତୀୟ ଅଲିମ୍ପିକ ଟିମ୍ କୁ ପ୍ରଶଂସା କରିବା ପାଇଁ ପରାମର୍ଶ ଦେଲେ ମୋଦି ।
powered by social2s