କାବୁଲ ବିମାନ ବନ୍ଦର ନିକଟରେ ଦୁଇଟି ଭୟଙ୍କର ବିସ୍ଫୋରଣ; ୩୦ ମୃତ, ୬୦ ରୁ ଅଧିକ ଆହତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ କାବୁଲ ବିମାନ ବନ୍ଦର ନିକଟରେ ଦୁଇଟି ଭୟଙ୍କର ବିସ୍ପୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୬୦ ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ କେତେ ଜଣ ଶିଶୁ ଥବା ସୂଚନା ମିଳିଛି। ଏହି ଦୁଇଟି ବିସ୍ପୋରଣ ମଧ୍ୟରୁ ଗୋଟିଏ ଆବେ ଗେଟ ନିକଟରେ ହୋଇଥିବା ବେଳେ ଅନ୍ୟଟି ବାରନ ହୋଟେଲ ପାଖରେ ହୋଇଛି। ବିସ୍ଫୋରଣରେ ସେଠାରେ ମୁତୟନ ଥିବା କେତେକ ଆମେରିକୀୟ ସୈନ୍ୟ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।

powered by social2s