ଭୁବନେଶ୍ୱର: ଜାଇଡସ କାଡିଲା କୋଭିଡ ଟୀକାକୁ ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ମିଳିଲା ଅନୁମତି। ୧୨ ବର୍ଷ ରୁ ଅଧିକ ବୟସ୍କ ଓ ଛୋଟ ପିଲାଙ୍କ ଦିଆଯାଇପାରିବ ZYCOV-D ଟୀକା।
ଏହା ଭାରତର ପ୍ରଥମ ଟିକେ ଭାବେ ଛୋଟ ପିଲାଙ୍କୁ ଦିଆଯାଇପାରିବ।
ଏହି ଟୀକା କୁ ମିଶାଇ ଏଯାବତ ୫ ଟି ଟୀକା-Covishield, Covaxin, Sputnik-V ଓ Moderna-କୁ ମିଳିସାରିଲାଣି ଅନୁମତି।
powered by social2s

