ନୂଆଦିଲ୍ଲୀ: ଓଡ଼ିଶାରେ ଏଯାବତ୍ ଚିହ୍ନଟ ହୋଇନାହିଁ ମଙ୍କିପକ୍ସ୍ ବୋଲି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ମଙ୍କିପକ୍ସ୍ ଲକ୍ଷଣ ଦେଖା ଦେଲେ ପୁନେକୁ ପରୀକ୍ଷା ପାଇଁ ପଠା ଯିବ ନମୁନା। ସବୁ ରାଜ୍ୟକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ୟୁରୋପ, ଫ୍ରାନ୍ସ,ଜର୍ମାନୀ, ସ୍ଵିଡେନ, ସ୍ପେନ୍ ଓ ଇଟାଲୀ ରେ ଚିହ୍ନଟ ହୋଇଛି ମଙ୍କିପକ୍ସ୍।
powered by social2s

