ନୂଆଦିଲ୍ଲୀ: ଭାରତରେ ପୁଣି ବଢ଼ିଲା ଏଲପିଜି ଗ୍ୟାସ ଦର। ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଘରୋଇ ଗ୍ୟାସ ସହ ବ୍ୟବସାୟିକ ଗ୍ୟାସ ଦର ମଧ୍ୟ ୮ ତାଙ୍କ ବୃଦ୍ଧି ପାଇଛି। ଚଳିତ ମାସରେ ଦ୍ଵିତୀୟ ଥର ପାଇଁ ବଢ଼ିଲା ଗ୍ୟାସ ଦର।
powered by social2s