କମିବ ଖାଇବା ତେଲ ଦର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ବିନା ଶୁଳ୍କରେ ୨୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନୀ ଲାଗି କେନ୍ଦ୍ର ସରକାର ଦେଇଛନ୍ତି ଅନୁମତି। ସୋୟବିନ୍ ଓ ସନ୍ ଫ୍ଲାୱାର ତେଲ ଉପରେ ଆମଦାନୀ ଶୁଳ୍କ ଅନ୍ୟ ସେସ୍ ଲାଗିବନି। ୨୦୨୨-୨୩ ଓ ୨୦୨୩-୨୪ ପାଇଁ ଏହି ନିଷ୍ପତ୍ତି ବଳବତ୍ତର ରହିବ।

powered by social2s