କେରଳ ଛୁଇଁଲା ମୌସୁମୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବଭାବିକ ସମୟରୁ ୩ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ।
 
ମୌସୁମୀ ଛୁଇଁବା ପରେ କେରଳ ର ଅନେଜ ସ୍ଥାନରେ ହଲୁଲା ବର୍ଷା ଆରମ୍ଭ ହୋଇଛି।
powered by social2s