ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କଲେ ଦେବେନ୍ଦ୍ର ଫଡ଼ନାଭିସ୍ । ଆଜି ସଂଧ୍ୟା ସାଢ଼େ ୭ଟାରେ ଶପଥ ନେବେ ଏକନାଥ ସିନ୍ଦେ। ଆଜି କେବଳ ସିନ୍ଦେ ଶପଥ ନେବେ, ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ।
powered by social2s

