ଭୁବନେଶ୍ୱର: ନୂଆ ପ୍ରଯୁକ୍ତି ଯୁଗର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀ ପ୍ରଗତି ମଇଦାନରେ ପୂର୍ବାହ୍ନ ୧୦ଟା ବେଳେ 5G ସେବାର ହେବ ଶୁଭାରମ୍ଭ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଓଡ଼ିଶାର ମୟୁରଭଞ୍ଜର ପାହାଡ଼ପୁର ରୁ ଶୁଭାରମ୍ଭ । ରାଷ୍ଟ୍ରପତିଙ୍କ ଗାଁ ସ୍କୁଲ ରେ ଆରମ୍ଭ ହେବ 5G ସେବା। ରାଷ୍ଟ୍ରପତିଙ୍କ ସ୍କୁଲ SLS ସ୍ମାରକୀ ଆବାସିକ ବିଦ୍ୟାଳୟ ସିଧାସଳଖ କାର୍ଯ୍ୟକ୍ରମରେ ଯୋଡ଼ି ହେବ।
powered by social2s

