ଗାମ୍ବିଆରେ ମେଡ୍ ଇନ୍ ଇଣ୍ଡିଆ ସିରପ ପିଇ ୬୬ ଶିଶୁଙ୍କ ମୃତ୍ୟୁ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆରେ ମେଡ୍ ଇନ୍ ଇଣ୍ଡିଆ ସିରପ ପିଇ ୬୬ ଶିଶୁଙ୍କ ସନ୍ଦେହଜନକ ମୃତ୍ୟୁ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ତଦନ୍ତ ପାଇଁ ନିର୍ଦ୍ଦେଶ। WHOର ଆଲର୍ଟ ପରେ ୪ଟି କଫସିରପ୍‌କୁ ନେଇ CDSCOର ତତ୍ପରତା। ହରିୟାଣାର ମୈଡେନ୍ ଫାର୍ମସିଟିକାଲ୍ସ କଫ୍ ସିରପ୍ ପିଇଲେ ଲିଭର୍ ଓ କିଡନୀ ସମସ୍ୟା ଦେଖାଦେଉଛି। ଘଟଣାକୁ ଗୁରୁତର ସହ ନେଇ କେନ୍ଦ୍ର ସରକାର ତଦନ୍ତ ଆରମ୍ଭ କରିଛନ୍ତି।

powered by social2s