ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ ସମ୍ମାନ ସମ୍ମିଳନୀକୁ ଉଦଘାଟନ କରିବେ। ଦେଶବ୍ୟାପୀ ୬୦୦ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟିତ ହେବ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ୧୩ ହଜାର ୫୦୦ରୁ ଉର୍ଦ୍ଧ୍ବ ଚାଷୀ। ପିଏମ କିଷାନ ନିଧିର ଦ୍ବାଦଶ କିସ୍ତିରେ ଚାଷୀଙ୍କ ଖାତାକୁ ୧୬ ହଜାର କୋଟି ଟଙ୍କା ଯିବ।
powered by social2s

