ମଲିକାର୍ଜୁନ ଖଡ଼ଗେ ହେଲେ କଂଗ୍ରେସ ସଭାପତି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ମଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂଆଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ୍ ୯୩୮୫ଟି ଭୋଟ୍‌ରୁ ୭୮୯୭ଟି ଭୋଟ ସହ ଖଡ଼ଗେ ବିଜୟୀ ହୋଇଛନ୍ତି।

powered by social2s