ଭାରତରେ ଆରମ୍ଭ ହେଲା ଡିଜିଟାଲ ରୁପି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜିଠାରୁ ଭାରତରେ ଆରମ୍ଭ ହୋଇଛି ଡିଜିଟାଲ ରୁପି। କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜିଠାରୁ ଡିଜିଟାଲ ରୁପି / ଇ ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ କରାଯିବ । ଏହା କେବଳ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ । ପାଇଲଟ୍ ପରୀକ୍ଷଣରେ ଅଂଶଗ୍ରହଣ କରିବେ ୯ଟି ବ୍ୟାଙ୍କ ।

powered by social2s