ଟେଲି ଅଭିନେତା ସିଦ୍ଧାର୍ଥ ବୀର ସୂର୍ଯ୍ୟବଂଶୀଙ୍କ ପରଲୋକ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: କସୌଟୀ ଜିନ୍ଦେଗୀର ଅଭିନେତା ସିଦ୍ଧାର୍ଥ ବୀର ସୂର୍ଯ୍ୟବଂଶୀଙ୍କ ପରଲୋକ। ଜିମ୍ ରେ ୱାର୍କ ଆଉଟ କରିବା ସମୟରେ ଟଳି ପଡ଼ିଥିଲେ ସିଦ୍ଧାର୍ଥ। ହୃଦଘାତରେ ସିଦ୍ଧାର୍ଥ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

powered by social2s