ବାଲି ଗସ୍ତରେ କଟକ ବାଲିଯାତ୍ରାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଇଣ୍ତୋନେସିଆ ବାଲିରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ। ଇଣ୍ତୋନେସିଆ ଓ ଭାରତର ସାଂସ୍କୃତିକ ସମ୍ପର୍କ ଅତୁଳନୀୟ।ଇଣ୍ତୋନେସିଆର ବକାଶରେ ଭାରତୀୟଙ୍କ ଯୋଗଦାନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବାଲିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ କଟକର ଐତିହାସିକ ବାଲିଯାତ୍ରା ପ୍ରଶଂସା। ବାଲିରେ ଭଗବାନ ରାମ ଓ ବିଷ୍ଣୁଙ୍କ ପୂଜା କରାଯାଏ। କଟକର ଐତିହାସିକ ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ। ବାଲିରେ ଏତେ ବଡ଼ ଯାତ୍ରା ଧୂମଧାମରେ ପାଳନ କରା ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

powered by social2s