ଗୁଜୁରାଟ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଜମ୍ବୁସାରରେ ଆୟୋଜିତ ହୋଇଥିବା ଏକ ଜନସଭାରେ ପଶିଲା ସାପ। ସଭା ଆରମ୍ଭ ପୂର୍ବରୁ ସାପ ପଶିଥିବା ସୂଚନା। ଏହାକୁ ଦେଖି ସଭାରେ ଥିବା ଲୋକେ ଆତଙ୍କିତ ହୋଇଥିଲେ। ପରେ ସାପଟିକୁ ଉଦ୍ଧାର କରାଯାଇଥିଲା।
powered by social2s