ନୂଆଦିଲ୍ଲୀ: ଦେଶରେ ଚୀନ୍ରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ର ସବ୍ଭାରିଏଣ୍ଟ ବିଏଫ୍.୭ ଚିହ୍ନଟ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି ସରକାର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏଥିପାଇଁ ଆଜି ଅପରାହ୍ଣରେ ମୋଦି ଉଚ୍ଛସ୍ତରୀୟ ସମୀକ୍ଷା ବୈଠକ ଡାକିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବେ।
powered by social2s

