ଚନ୍ଦ୍ରରେ ଚାଲିଲା ରୋଭର ପ୍ରଜ୍ଞାନ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଲ୍ୟାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରରେ ଚାଲିଲା ରୋଭର। ଲ୍ୟାଣ୍ଡରରୁ ଅଲଗା ହୋଇ ବୁଲୁଛି ପ୍ରଜ୍ଞାନ। ଆଗାମୀ ୧୪ ଦିନ ଯାଏଁ ଚନ୍ଦ୍ରରେ ବୁଲିବ ପ୍ରଜ୍ଞାନ। ଏହି ସୂଚନା ଦେଲା ଇସ୍ରୋ।

ଚନ୍ଦ୍ରୟାନ ୩ ଓଲ୍ହାଇବା ପରେ ଚନ୍ଦ୍ରପୃଷ୍ଠରୁ ଆସିଲା ଫଟୋ। ଲ୍ୟାଣ୍ଡିଙ୍ଗ ଇମେଜର ଫଟୋ ଉଠାଇଲା ଲ୍ୟାଣ୍ଡର।

powered by social2s