ନୂଆଦିଲ୍ଲୀ: ସାରା ଭାରତରେ ଘାତକ ବାୟୁ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ବାଣ ଫୁଟାଇବା ଉପରେ ଲାଗିଲା କଟକଣା। ରାଜସ୍ଥାନର ଏକ ମାମଲା ଶୁଣାଣି କରି ଏହି ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଆଗକୁ ଦୀପାବଳୀ ଥିବାରୁ ଶବ୍ଦ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷପ ନିଅନ୍ତୁ ରାଜ୍ୟ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ।
powered by social2s