ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିଉମ ଯିବେ BCCI ସଭାପତି ସୌରଭ ଗାଙ୍ଗୁଲି। ଦିନ ୧ ଟା ୧୫ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଗାଙ୍ଗୁଲି। ସନ୍ଧ୍ୟା ୫ ଟାରେ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଦେଖିବେ ଗାଙ୍ଗୁଲି।
powered by social2s

