ଜଳେଶ୍ବର: ଜଳେଶ୍ୱର ଅଧୀନରେ ଥିବା ସମସ୍ତେ ସରକାରୀ ପାଚେରୀ ଆଜି ଝଲସୁଛି। ଜଳେଶ୍ୱର ପୌରପାଳିକା ଅଧୀନରେ ଥିବା ସବୁ ସରକାରୀ ପାଚେରୀରେ ଚିତ୍ରଶିଳ୍ପୀ ମାନଙ୍କର ତୁଳିମୁନ ର ଯାଦୁରେ ଝଲସୁଛି ସହର l ପୌରପାଳିକା ଅଧୀନରେ ଥିବା ଯୁବ ଚିତ୍ର ଶିଳ୍ପୀ ଅନ୍ତର ଜାତୀୟ ସ୍ତରରେ ନାମ ଥିବା ମୁକ୍ତିପଦ ନନ୍ଦୀଙ୍କର ତତ୍ଵା ବଧାନରେ ଜଳେଶ୍ୱର ଅଧୀନରେ ଥିବା ଶିଳ୍ପୀ ମନଙ୍କୁନେଇ ଜଳେଶ୍ୱର ର ମୁଖ୍ୟ ରାସ୍ତା ବଡବଜାର ରେ ଅଙ୍କା ଯାଇଛି ବାଲେଶ୍ୱର ଜିଲ୍ଲା ର ବିବିନ୍ନ ପର୍ଯ୍ୟଟନ ସ୍ଥାନ ଯଥା ଚାନ୍ଦେନେଶ୍ୱର, ଭୂଷଣ୍ଡେଶ୍ଵର, ତାଳସାରି, ଉଦୟପୁର ବେଳାଭୂମି, ରାଇବଣିଆ ଗଡ଼, ପଞ୍ଚୁଲିଙ୍ଗେଶ୍ୱର ସହିତ ଆହୁରି ଅନେକ Iଏତିକିରେ ସରିନାହିଁ ଶିଳ୍ପୀ ତୁଳୀ ର କଥା ସେମାନେ ଆଙ୍କିଛନ୍ତି ସମାଜ ପାଇଁ ସଚେତନତାର ବାର୍ତା, ମହିଳା, କୃଷି, ପରିବେଶ ସୁରକ୍ଷା, ଶିଶୁ କନ୍ୟା ର ସୁରକ୍ଷା, ସ୍ୱଛତା ସହିତ ସ୍ଵଚ୍ଚ ଭାରତ ସ୍ଵଛ ଜଳେଶ୍ୱର ବାର୍ତା.. ଓଡିଶା ସରକାରଙ୍କ ଏପରି ଅଭିନବ ପ୍ରୟାସ ରେ ଶିଳ୍ପୀ ମାନଂକୁ ସାମିଲ କରିଥିବାରୁ ଶିଳ୍ପୀ ନନ୍ଦୀ ପୌରପାଳିକର ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ମହାପାତ୍ର ସମେତ ଓଡିଶା ସରକାରଙ୍କୁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି।
ଚିତ୍ରଶିଳ୍ପୀ ଙ୍କ ତୁଳି ମୁନର ଯାଦୁରେ ଝଲସୁଛି ଜଳେଶ୍ବର ସହର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s