ଜାନୁୟାରୀ ୨୧ରୁ ତୋଷାଳି ମେଳା

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ବର: ଜାନୁୟାରୀ ୨୧ ତାରିଖରୁ ଭୁବନେଶ୍ବର ରେ ତୋଷାଳି ମେଳା ଆୟୋଜିତ ହେବ। 

କୋଭିଡ଼ ନିୟମ ଭିତରେ ମେଳାରେ ୨୫୦ଟି ଷ୍ଟଲ ସ୍ଥାନ ପାଇବ। 

 

ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମ୍ବନୟ ଵୈଠକରେ ଏଭଳି ନିଷ୍ପତି ହୋଇଥିବା କୁହାଯାଇଛି। 

 

ମେଳାରେ ଗତବର୍ଷ ୪୫୦ଟି ଷ୍ଟଲ ପଡ଼ିଥିଲା।

 

powered by social2s