ଭୁବନେଶ୍ୱର: ଓଡ଼ିଶାରେ ୧୧୨ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କରାଯାଇଛି। ଖଡ଼ିଆଳ- ହିତେଶ ବଗର୍ତ୍ତୀ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର- ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼-ରମେଶ ମାଝୀ ଜୁନାଗଡ଼- ମନୋଜ ମେହେର, ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ ନର୍ଲା- ଅନୀରୁଦ୍ଧ ପ୍ରଧାନ, ବାଲିଗୁଡ଼ା-କଳ୍ପନା କହଁର ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର ଏକାମ୍ର- ବାବୁ ସିଂହ, ଜଟଣୀ- ବିଶ୍ବରଂଜନ ବଡ଼ଜେନା ଚିଲିକା- ପୃଥ୍ବୀରାଜ ହରିଚନ୍ଦନ, ରଣପୁର- ତାପସ ମାର୍ଥା ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ, ଦଶପଲ୍ଲା- ରାଘବ ମଲ୍ଲିକ ନିମାପଡ଼ା- ପ୍ରଭାତି ପରିଡ଼ା, ପୁରୀ- ଜୟନ୍ତ ଷଡ଼ଙ୍ଗୀ ବ୍ରହ୍ମଗିରି- ଉପାସନା ମହାପାତ୍ର, ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର ପିପିଲି- ଆଶ୍ରିତ ପଟ୍ଟନାୟକ, ଜୟଦେବ- ଅରବିନ୍ଦ ଢ଼ାଲି
powered by social2s