ସକାଳ ୮ ଟା ସୁଦ୍ଧା ବାଲେଶ୍ବରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଆଜି ସକାଳ ୮ଟା ସୁଦ୍ଧା ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଛି। ବୁବନେଶରରେ ୩୦.୮ ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୩୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ-୩୦, ସମ୍ବଲପୁର-୩୦, ରାଉରକେଲା-୨୯.୮, ପାରାଦୀପ- ୨୯.୬, ଝାରସୁଗୁଡ଼ା-୨୯.୪, କେନ୍ଦୁଝର-୨୯.୬, ହୀରାକୁଦ-୨୮.୪ ଓ ଗୋପାଳପୁରରେ-୨୭.୮ ତାପମାତ୍ରା ଥିବା ଜଣାପଡ଼ିଛି।

powered by social2s