ଆସ୍କାୟାର ହସ୍ପିଟାଲ ପକ୍ଷରୁ ସେବାୟତଙ୍କ ପାଇଁ ସ୍ଵାସ୍ଥ୍ୟ ଶିବିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର ଆସ୍କାୟାରଚାରିଟେବୁଲ ଟ୍ରଷ୍ଟ, ଆସ୍ପାୟାର ମଲ୍ଟି ସ୍ପେଶିଆଲିଟିହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଶ୍ରୀମନ୍ଦିରପ୍ରଶାସନର ସହଯୋଗରେ ପୁରୀ ଠାରେ ଏକ ବିଶାଳସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।୩୧ତାରିଖ ଦିନ ଆୟୋଜିତ ଏହି ସ୍ଵାସ୍ଥ୍ୟ ଶିବିରରେଶ୍ରୀମନ୍ଦିର ସେବାୟତ, କର୍ମଚାରୀ ଓ ସେମାନଙ୍କରପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତମାଗଣା ଔଷଧ ଦିଆଯାଇଥିଲା । ଏହି ସ୍ଵାସ୍ଥ୍ୟ ଶିବିରରେ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ଶତାଧ୍ଵକଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିପାଇଁଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଅନେକ ଡାକ୍ତରଯୋଗଦାନ କରିଥିଲେ । ସେମାନେ ବିଭିନ୍ନ ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସଂପର୍କରେ କହିଥିଲେ ।ଆସ୍କାୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପକ୍ଷରୁଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳିମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଲୋକଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ କିଭଳି ଏକସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବେସେ ସଂପର୍କରେ ଜନସେଚତନତା ସୃଷ୍ଟି କରାଯିବବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

powered by social2s