ଗୋରୁ ଚାଲାଣ ଗାଡ଼ି ଦୁର୍ଘଟଣା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
 
ଭୁବନେଶ୍ୱର: ବାଲେଶ୍ବରରୁ ଗୋରୁ ଚାଲାଣ ଗାଡ଼ି ଦୁର୍ଘଟଣାରେ ୪୦ ଗୋରୁ ଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। 
ରାଜ୍ୟରେ ଗୋ ହତ୍ଯା ନିବାରଣ ଆଇନ କଡ଼ାକଡ଼ି ପାଳନ କରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି। 
ବେଆଇନ ଗୋରୁ ଚାଲାଣ ରୋକିବାକୁ କଠୋର ପଦକ୍ଷେପ ନେବାକୁ କହିଛନ୍ତି। 
ପୁଲିସ ବିଭାଗ ସଜାଗ ରହି ଜୋରଦାର ପେଟ୍ରୋଲିଂ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।
 
ଆଜି ବାଲେଶ୍ୱର ବସ୍ତା ଅଂଚଳରେ ଏକ ଗୋରୁ ବୋଝେଇ ଗାଡି ଓଲଟି ତିନି ଜଣଙ୍କ ମୃତ୍ୟୁ ହୋଇଥିଲା।  ୪୦ ଟି ଗୋରୁ ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
 
 
 
 
 
powered by social2s