ଫଳ ବଜାରରେ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବାଲିମେଳା ଛକ ନିକଟରେ ଥିବା ଏକ ଫଳ ବଜାରରେ ଅଗ୍ନିକାଣ୍ଡ ଘଟିଛି।

 

ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

 

ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି।

 

ଅଗ୍ନିକାଣ୍ଡ ର କାରଣ ଇଲେକ୍ଟ୍ରିକ ଶର୍ଟ ସର୍କିଟ ହୋଇଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ।

 

 

powered by social2s