![]()
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଣୀବଗିଚା ବାଇପାସ ନିକଟରୁ ବିଳମ୍ବିତ ରାତିରେ ୭୦ କେଜି ଗଂଜେଇ ଜବତ ହୋଇଥିବା ଜଣାପଡିଛି।
ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ।
ଉମରକୋଟରୁ ମଥୁରା ଚାଲାଣ ହେଉଥିଲା ଗଂଜେଇ।
powered by social2s