![]()
ଭୁବନେଶ୍ବର: କଏଦୀମାନେ ନିଜ ମାମଲାର ଓ ଜାମିନ ଆବେଦନର ସ୍ଥିତି ଜାଣିବା ପାଇଁ ଜେଲରେ କିଓସ୍କ ମେସିନ ଲାଗିଵ।
ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟି୍ୱଟ୍ ଜରିଆରେ ଏହି ସ୍ୱଚନା ଦିଆଯାଇଛି।
କାରାଗାର ଓ ସଂଶୋଧନ ସେବା ସମୂହ ନିର୍ଦେଶାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି।
powered by social2s