![]()
ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗୀ ବଇଚୁଆଁ ୧୬ ନୁମ୍ବର ଜାତୀୟ ରାଜପଥ ରେ ଏକ କଣ୍ଟେନର କୁ ଧକା ଦେଇଛି ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମବଙ୍ଗ ରୁ କଟକ ବଡ଼ ମେଡ଼ିକାଲ କୁ ରୋଗୀ ନେଇ ଆସୁଥିଲା ଆମ୍ବୁଲାନ୍ସ।
powered by social2s