ଭୋଜିରେ ମାଡିଗଲା କାର; ୭ ଆହତ,୩ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: କଟକ ଜିଲ୍ଲା ଜଗତପୁର ପୀରବଜାର ନିକଟରେ ଏକ ଭୋଜି ଚାଲିଥିବା ବେଳେ ମାଡିଗଲା କାର। ଦୁର୍ଘଟଣା ରେ ୭ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ SCB ରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ ଏକ ବାହାଘର ଭୋଜି ଚାଲିଥିବାବେଳେ ଏହି ଘଟଣା ଘଟିଛି। କାର ଡ୍ରାଇଭର କୁ ଅଟକ ରଖିଛି ଜଗତପୁର ପୋଲିସ।

 

 

powered by social2s