କଟକରେ ଆଜିଠୁ କଡାକଡି ପାଳନ ହେବ କୋଭିଡ଼ ନିୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: କଟକ ସହରରେ ଆଜିଠାରୁ କଡାକଡି ପାଳନ କରାଯିବ କୋଭିଡ଼ ନିୟମ। ଏଥିପାଇଁ ଟିମ ଗଠନ କରାଯାଇଛି । ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ଦୁଇଟି ଟିମ ର ଦାୟିତ୍ବ ଦିଆଯାଇଛି। ଟିମ A ଓ ଟିମ B ରେ ୪ ଜଣ ଲେଖାଏଁ

 ସଦସ୍ୟ ଅଛନ୍ତି।ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପରିଧାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

 

powered by social2s