କୋଭିଡ ନିୟମ ପାଲନ ପାଇଁ ବେଗୁନିଆପଡା ବ୍ଲକରେ ପ୍ରସ୍ତୁତି ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବେଗୁନିଆପଡା:22/02(ଦେବାଶିଷ ମହାରଣା):ଅନ୍ୟ କେତେକ ରାଜ୍ଯରେ କୋଭିଡ଼ ର ପ୍ରତ୍ୟାବର୍ତନ ପରେ ଓଡିଶା ସରକାର କଟକଣା ଜାରି କରିଛନ୍ତି। ଏହାକୁ ଭିତ୍ତିକରି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ସୋମବାର ଦିନ ବେଗୁନିଆପଡା ବ୍ଲକରେ ବିଡ଼ିଓ ବେଦବର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡାକ ବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର ବ୍ୟବହାର, ସମାଜିକ ଦୁରତା ଉପରେ ଗୁରୁତ୍ୱ ଦେବା ପାଇଁ କରିଥିଲେ । ବିଦ୍ୟାଳୟ ,ବଜାର, ହାଟ, ପ୍ରଭୁତି ସ୍ଥାନରେ ସଚେତନ କରାଯିବା ସହ ଯାନୀଯାତ୍ରା ପୂଜାପର୍ବାଣି ରେ ଅନୁମତି ନେବା ସହ କୋଭିଡ଼ ନିୟମକୁ କଡାକଡୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ବ୍ଲକ ର ସମସ୍ତ ସରପଞ୍ଚ ଯୋଗଦେଇ ଥିଲେ ।

powered by social2s