ମାଲକାନଗିରି ସ୍ୱାଭିମାନ ଅଂଚଳରୁ ମାଓ ବିସ୍ଫୋରକ ସାମଗ୍ରୀ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ର କଦଳିବନ୍ଧ ଜଙ୍ଗଲରୁ ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

 

ଏକ ସର୍ଚ୍ଚ ଅପରେସନ ବେଳେ IED, battery, ପୋଶାକ ଓ ତାର ଜବତ କରିଛନ୍ତି ବିଏସଏଫ ଯବାନ।

 

ଘଟଣାସ୍ଥଳରେ ଏକେ ଟିଫିନ ବୋମାକୁ ମଧ୍ୟ ନିଷ୍କ୍ରିୟ କଲେ ଯବାନ।

 

powered by social2s