ଭିନ୍ନକ୍ଷମଙ୍କୁ ବିବାହ କଲେ ମିଳିବ ୨.୫ ଲକ୍ଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ବିବାହ କଲେ ମିଳିବ ୨.୫ ଲକ୍ଷ ଟଙ୍କା। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓଡିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ।

 

ସୂଚନା ଅନୁଯାୟୀ, ୫୦, ୦୦୦ ରୁ ୨.୫ ଲକ୍ଷକୁ ବୃଦ୍ଧି ପାଇଲା ପ୍ରୋତ୍ସାହନ ରାଶି।

 

powered by social2s