ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପମଣ୍ଡପ ଦର୍ଶନ । ବ୍ୟାରିକେଡ଼ ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ। ସକାଳ ଧୂପ ପରେ ଆଜି ବାହାରିବ ଆଡ଼ପ ଅବଢ଼ା ଓ ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।
powered by social2s