Warning: getimagesize(/home/odiaray/public_html/images/IMG-20240709-WA0168.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଂଘ ର ୭୫ତମ ବନହୋତ୍ସବ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରଥଯାତ୍ରା ଉପଲକ୍ଷେ ମା ସନ୍ତୋଷି ଆଞ୍ଚଳିକ ଉନ୍ନୟନ ସଂଘ ଓ ସରକାରୀ ଉ.ପ୍ରା ବିଦ୍ୟାଳୟ ,ବହାଦଲପୁର ମିଳିତ ଉଦ୍ୟମରେ କେନାଲ ବନ୍ଧ ରେ ୧୦୦ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାୟକ ଓ ସଂଘ ର ଉପଦେଷ୍ଟା ଅଧ୍ୟାପକ ଶ୍ରୀଯୁକ୍ତ ଫିରୋଜ କୁମାର ସାହୁ, ପି. ଶ୍ୟାସୁନ୍ଦର ରାଓ, ବିଜୟ କୁମାର ବେହେରା, ସୁବାସ ପ୍ରଧାନ, ସନ୍ତୋଷ ସ୍ୱାଇଁ, ରବିନ୍ଦ୍ର ସାହୁ ପ୍ରମୁଖ ସଦସ୍ୟ ଏବଂ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ସହଯୋଗରେ ବୃକ୍ଷରୋପଣ କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ସୁଜିତ ବଳବନ୍ତରାୟ ଯୋଗ ଦେଇଥିଲେ। ଆଗାମୀ ଦିନରେ ସୁସ୍ଥ ପରିବେଶ ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ସଂଘର ସଂପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଜେନା ମତ ପ୍ରକାଶ କରିଛନ୍ତି।

powered by social2s