ଗଞ୍ଜାମରେ ଜଳିଗଲା ୪ ବଖରା ଘର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସାତକୁଟୁଣି ପଂଚାୟତ ଝଡ଼ଙ୍କୁଲି ଗାଁ ରେ କାଲି ବିଳମ୍ବିତ ରାତିରେ ଏକେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୪ ବଖରା ଘର ସହିତ ଜଳିଯାଇଛି ୪ ଟି ବାଇକ। ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

powered by social2s