![]()
କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣ ପଟଣାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ପିଣ୍ଡାପଦାର ଜଙ୍ଗଲରୁ ଅପରେସନ ବେଳେ ଜବତ କଲେ ବିଏସଏଫ ଯବାନ।
ଯବାନ ମାନଙ୍କୁ ଟାର୍ଗେଟ କରି ରଖାଯାଇଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରୁ ୬୦ ଟି ଜିଲାଟିନ, ୫୦ ଟି ଇଲେକଟ୍ରିକ ଡେଟୋନେଟର, ୩୦ ଟି ଆଇରନ ପ୍ୟାଲେଟ, ୨.୫ କେଜି ଗନ ପାଉଡର ଓ ତାର ଜବତ ହୋଇଥିବା ସୂଚନା ମିଳିଛି।
powered by social2s

