ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସଟଡ଼ାଉନ ଘୋଷଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) ସଟଡ଼ାଉନ ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟ ର ୨୫ ଜଣ କୋରୋନା ପଜିଟିଭି ଚିନ୍ହଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। VSSUT ର ୧୧ ଟି ହଷ୍ଟେଲ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପୁଲହ  ହଷ୍ଟେଲ କୁ ଲାଗିଥିବା ଅଞ୍ଚଳ ବପର ଜୋନ ଘୋଷଣା। ବପର ଜୋନ ରେ ବନ୍ଦ ରହିବ ସମସ୍ତ ଦୋକାନ। ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ମହାନଗର ନିଗମ। ଜିଲ୍ଳା ପ୍ରଶାସନ ର ପରବର୍ତ୍ତି ନିର୍ଦେଶନାମା ଆସିବା ଯାଏଁ ଏହି କଟକଣା ବଲବତ୍ତ ରହିବ।

 

 

powered by social2s