ସାତକୋଶିଆ ଇକୋ ରିଟ୍ରିଟ ରେ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: କଟକ ଜିଲ୍ଲା ନରସିଂପୁର ଥାନା ଅନ୍ତର୍ଗତ ବାଲିପୁଟ ଇକୋ ରିଟ୍ରିଟ ରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଯୋଗୁଁ ୩ ଟି କଟେଜ ଜଳି ଯାଇଛି। ନିଆଁକୁ ଲିଭାଇଲେ ଦମକଳ ବାହିନୀ। ସମସ୍ତ ଅତିଥି ସୁରକ୍ଷିତ ଅଛନ୍ତି ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ଟୁଇଟ ମାଧ୍ୟମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

powered by social2s