ଭୁବନେଶ୍ୱର: ରାଜ୍ୟରେ ସକାଳୁଆ ସ୍କୁଲ ନେଇ ପୂର୍ବ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତନ କରାଯାଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୮ରୁ ୧୨ ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ। ପୂର୍ବରୁ ଏହା ସକାଳ ୯ରୁ ଦିନ ୧ ଟା ଯାଏ ସ୍କୁଲ ସ
ମୟ ରହିଥିଲା। ତେବେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସମୟରେ କୈଣସି ପରିବର୍ତ୍ତନ କରାଯାଇନାହିଁ।
powered by social2s
ମୟ ରହିଥିଲା। ତେବେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସମୟରେ କୈଣସି ପରିବର୍ତ୍ତନ କରାଯାଇନାହିଁ।
