ଧରାପଡିଲା ମୂର୍ତ୍ତି ଚୋରା ରାକେଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ବର: କ୍ରାଇମବ୍ରାଞ୍ଚର ଏସ୍ ଟି ଏଫ୍ ଦ୍ୱାରା ଏକ ମୂର୍ତ୍ତି ଚୋରା ରାକେଟ ଧରା ପଡିଛି। 

ଓଡିଶା ବାହାରକୁ ମୂର୍ତ୍ତି ଚାଲାଣ ହେଉଥିବା ବେଳେ କାବୁ କରିଛି ଏସ୍ ଟି ଏଫ୍ ଟିମ୍। 

ଏମାନଙ୍କ ଠାରୁ ୫ ମୂର୍ତ୍ତି ଜବତ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲାର ହୋଇଥିବା ସୂଚନା।

 

powered by social2s