ଭୁବନେଶ୍ୱରରେ କାର ର କାଚ ଭାଙ୍ଗି ୧.୪୦ ଲକ୍ଷ ଲୂଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରେ ଏକ କାର ର କାଚ ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ ହୋଇଥିବାର ସୂଚନା ମିଳିଛି। STATE BANK ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ସାନିଟାରୀ ବ୍ୟବସାୟୀ ବିଶ୍ଵନନ୍ଦିତା ମିଶ୍ରଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ।

powered by social2s