ବାରିପଦା: ବାରିପଦା ସହର ନିକଟ ବାଘଡା ରୋଡ଼ର ରେଳ ଲାଇନରୁ ବିଦ୍ୟୁତ ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ପଡି ଚୋରଟିର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତିଯାଇଛନ୍ତି ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ଯାତ୍ରୀ।
ଘଟଣା ଜଣା ପଡିବା ପରେ ୨ ଘଣ୍ଟା ବିଳମ୍ବରେ ଛାଡିଲା ଏକ୍ସପ୍ରେସ ଟ୍ରେନ।
powered by social2s

