ସମ୍ବଲପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା: ନିଆଁ ଲଗାଇଲେ ଗିରଫ ପାଇଁ ନିର୍ଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ନିଆଁ ଲଗାଇଲେ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ DFO । ସମ୍ବଲପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗୁଥିବାରୁ ସମ୍ବଲପୁର DFO କହିଛନ୍ତି ଯେ ନିଆଁ ଲଗାଇ ଥିବା ବ୍ୟକ୍ତି ଙ୍କୁ ଗିରଫ କରାଯିବ। ସେ କହିଛନ୍ତି ଯେ ଜଙ୍ଗଲରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କର ନାମ ଓ ଠିକଣା ଲେଖି ରଖାଯିବ। ନିଆଁ କୁ ଆୟତ୍ତ କରାଇବାକୁ ବନ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ରେଞ୍ଜର ଙ୍କ ଅଧୀନରେ ୧୫ ଜଣ ବ୍ୟକ୍ତିଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିଛି ଓ ସମସ୍ତ ବନକର୍ମଚାରି ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି।

powered by social2s