ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଖୀରକୋଣ ଗାଁରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଧାନ ସହ ୧୦ ବଖରା ଘର ପୋଡି ପାଉଁଶ ହୋଇଛି। ଦୁଇ ଜଣ ଗୁରୁତର ହୋଇଥିବାର ଜଣାପଡ଼ିଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।
powered by social2s