ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା କଣ୍ଟ୍ରୋଲ ରୁମ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା କଣ୍ଟ୍ରୋଲ ରୁମ୍। ଗତିପଥ ଉପରେ ତୀକ୍ଷଣ ନଜର ରଖିଛି କଣ୍ଟ୍ରୋଲ ରୁମ୍। ବିଭିନ୍ନ ଜିଲ୍ଲାକୁ ଯିବେ ଏନ୍ ଡି ଆର୍ ଏଫ୍, ଓଡରାଫ୍ ଓ ଅଗ୍ନିଶମ ଟିମ୍। ସେପଟେ ପୁରୀ ସମୁଦ୍ର ବେଳାଭୂମିରେ ଲାଗିଲା ନାଲି ପତାକା। ସାମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଏହି ପଦଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ସମୁଦ୍ର ଭିତରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଅକ୍ଟୋବର ୨୪ ତାରିଖରେ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

powered by social2s