ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଝାଡେଶ୍ୱରପୁର ଅଞ୍ଚଳରୁ ୧ କେଜିର ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ ଟି ଏଫ୍)। 

ଯାହାର ଆନୁମାଲିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ। 

ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ଏସ୍ ଟି ଏଫ୍ ର ୧୨ ଜଣିଆ ଟିମ୍ ଚଢ଼ାଉ କରି ଏହାକୁ ଜବତ କରିଛି।

ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

 

 

powered by social2s