ବୁର୍ଲା: ବୁର୍ଲା VIMSAR ରେ ରାଗିଙ୍ଗ ଜଣେ UG ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ VIMSAR ଅଧକ୍ଷା ଡ଼ ଜୟଶ୍ରୀ ଦୋରା କହିଛନ୍ତି ଯେ ଆଣ୍ଟି ରାଗିଙ୍ଗ ସେଲ ଘଟଣାର ତଦନ୍ତ କରିବାପାଇଁ କଲେଜ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛି। ସୂଚନା ଅନୁଯାୟୀ, ଜଣେ UG ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ରେ ଚତୁର୍ଥ ବର୍ଷର ୬ ଜଣ ଛାତ୍ର ବୁଧବାର ଦିନ ରାଗିଙ୍ଗ କରିଛନ୍ତି।
powered by social2s

